October
About
October is a warm, geometric typeface with soft corner terminals. At its core, it is a rational, utilitarian font family, but its rounded stroke endings lend it a friendlier character, useful for signage, branding, headlines and even editorial purposes.
Available in
More
RentHairlineBuy
ଆମଷ୍ଟରଡାମ୍
ThinBuy
ବେଙ୍ଗାଳୁରୁ
ExtralightBuy
କୋପେନ୍ହେଗେନ୍
LightBuy
ଡାମାସ୍କସ
RegularBuy
ଏଡିନ୍ବରା
MediumBuy
ଫୋର୍ଟାଲେଜା
BoldBuy
ଗୁଆଙ୍ଗଜାଓ
HeavyBuy
ହଂକଂ
BlackBuy
ଇସ୍ତାନବୁଲ
BlackBuy
ମାନବ ସମେତ ଲକ୍ଷାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଘର ହେଉଛି ପୃଥିବୀ । ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ଜୀବନ ଅଛି । ପୃଥିବୀ ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା । ପୃଥିବୀର ଜୀବମାନେ ଗ୍ରହକୁ ଅନେକାଂଶରେ ପ୍ରଭାବିତ କରନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ପୂର୍ବରୁ ଜୀବମାନେ ବାୟୁମଣ୍ଡଳକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେଇଥିଲେ । ସମସ୍ତ ଜୀବଙ୍କୁ ନେଇ ଜୀବମଣ୍ଡଳ ଗଠିତ । ପୃଥିବୀର ପ୍ରାୟ ୭୧% ଲୁଣିଆ ମହାସାଗରଦ୍ୱାରା ଆଚ୍ଛାଦିତ । ବର୍ତ୍ତମାନ କେବଳ ପୃଥିବୀରେ ତରଳ ଜଳ ଥିବାର ଜଣାଯାଇଛି । ବାକି ୨୯% ହେଉଛି ମହାଦେଶ ଓ ଦ୍ୱୀପ । ପୃଥିବୀ ସୌରମଣ୍ଡଳର ଅନ୍ୟ ବସ୍ତୁ, ମୁଖ୍ୟତଃ ସୂର୍ଯ୍ୟ ଓ ଚନ୍ଦ୍ରଦ୍ୱାରା ପ୍ରଭାବିତ ହୁଏ । ପୃଥିବୀ ସୂର୍ଯ୍ୟକୁ ପ୍ରାୟ ୩୬୫.୨୫ ଦିନରେ ପରିକ୍ରମା କରେ । ପୃଥିବୀର ଗୋଟିଏ ଆବର୍ତ୍ତନକୁ ଗୋଟିଏ ଦିନ ଓ ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମଣକୁ ବର୍ଷ କୁହାଯାଏ । ସେଥିପାଇଁ ଗୋଟିଏ ବର୍ଷ ୩୬୫ ଦିନ ଅଟେ । ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର । ପୃଥିବୀ ଓ ଅନ୍ୟ ଗ୍ରହମାନେ ପ୍ରାୟ ୪.୬ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲେ । ସୂର୍ଯ୍ୟକୁ ସୃଷ୍ଟି କରିଥିବା ନିହାରିକାର ବଳକା ଗ୍ୟାସ୍ରୁ ଗ୍ରହମାନେ ସୃଷ୍ଟି ହୋଇଥିଲେ । ଚନ୍ଦ୍ର ସମ୍ଭବତଃ ପୃଥିବୀ ସହ ଅନ୍ୟ ଏକ ଛୋଟ ଗ୍ରହର ସଂଘର୍ଷରୁ ସୃଷ୍ଟି ହୋଇଥିଲା । ଉଭୟ ଗ୍ରହର ଭଗ୍ନାଂଶରୁ ଚନ୍ଦ୍ରର ସୃଷ୍ଟି ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ । ଧୂମକେତୁ, ଗ୍ରହାଣୁମାନଙ୍କ ଆଘାତ ଓ ଜଳ ଘନିଭୂତ ହେବାରୁ ମହାସାଗର ତିଆରି ହେଲା । ପୃଥିବୀ ସୃଷ୍ଟିର ୧ ଅର୍ବୁଦ ବର୍ଷ ପରେ ଅର୍ଥାତ୍ ପ୍ରାୟ ୩.୬ ଅର୍ବୁଦ ବର୍ଷ ପୂର୍ବେ ପ୍ରଥମ ଜୀବ ସୃଷ୍ଟି ହେଲା । କିଛି ବୀଜାଣୁ ସୂର୍ଯ୍ୟରଶ୍ମୀ ଓ ଜଳରୁ ଆଲୋକଶ୍ଳେଷଣ ମାଧ୍ୟମରେ ଖାଦ୍ୟ ତିଆରି କଲେ । ଏହି ପ୍ରକ୍ରିୟାରେ ନିର୍ଗତ ପ୍ରଚୁର ଅମ୍ଳଜାନରୁ କିଛି ଲୌହ ଶୋଷଣ କରିନେଲା । ବଳକା ଅମ୍ଳଜାନ ବାୟୁମଣ୍ଡଳ ତିଆରି କରି ଜୀବଜଗତ ପାଇଁ ଉପଯୁକ୍ତ ସ୍ଥାନ ତିଆରି କଲା । ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରୁଥିବା ଓଜୋନ୍ ସ୍ତର ମଧ୍ୟ ଏହି ଅମ୍ଳଜାନରୁ ତିଆରି ହେଲା । ଏହି ସୁରକ୍ଷା ଯୋଗୁ ଜୀବନ ଅତଳ ମହାସାଗରରୁ ଭୂପୃଷ୍ଠକୁ ଆସିଲା । ପୂର୍ବେ ସ୍ଥଳଭାଗ ଗୋଟିଏ ସ୍ଥାନରେ ଥିଲା । ତାହାକୁ ବୃହତ ମହାଦେଶ କୁହାଯାଏ । ଏହି ବୃହତ ମହାଦେଶକୁ ରୋଡିନା କୁହାଯାଏ । ଏହା ପରେ ପୃଥିବୀ ବରଫର ମୋଟା ଆସ୍ତରଣରେ ଆଚ୍ଛାଦିତ ଥିଲା ବୋଲି ବୈଜ୍ଞାନିକମାନଙ୍କ ବିଶ୍ୱାସ । ଏହାକୁ ପୃଥିବୀର ବରଫପେଣ୍ଡୁ ତତ୍ତ୍ୱ କୁହାଯାଏ ।